Download Now Banner

This browser does not support the video element.

ଛତ୍ରପୁର: ଗୋପାଳପୁର ଥାନାରେ ନାବାଳିକାଙ୍କ ହାଇଡ୍ରାମା, ବିଷାକ୍ତ ସାମଗ୍ରୀ ପିଇ ବ୍ରହ୍ମପୁର ବଡ଼ ମେଡ଼ିକାଲରେ ଭର୍ତ୍ତି

Chhatrapur, Ganjam | Sep 1, 2025
ଥାନାରେ ନାବାଳିକା କିଛି ବିଷାକ୍ତ ସାମଗ୍ରୀ ପିଇ ଦେଇ ଅସୁସ୍ଥ ହୋଇଥିବା ବେଳେ ବ୍ରହ୍ମପୁର ବଡ଼ ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି। ଗଞ୍ଜାମ ଜିଲ୍ଲା ଗୋପାଳପୁର ଥାନାକୁ ଅଭିଯୋଗ ପାଇଁ ଆସି ନାବାଳିକା ବିଷାକ୍ତ ସାମଗ୍ରୀ ପିଇ ଦେଇଛନ୍ତି ।ସୋମବାର ସଂଧ୍ୟାରେ ଅସୁସ୍ଥ ଅବସ୍ଥାରେ ନାବାଳିକା ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ୍‌ରେ ଭର୍ତ୍ତି ହୋଇଛନ୍ତି ।
Read More News
T & CPrivacy PolicyContact Us