Download Now Banner

This browser does not support the video element.

ସୋନପୁର: କଳା ଓ ସଂସ୍କୃତି ର ସହର ସୁବର୍ଣ୍ଣପୁର ର ଐତିହାସିକ ସହର ରେ ଦେଖିବାକୁ ମିଳେ ପୁରାଉଆଁସ ବା ଲଙ୍କାପୋଡି

Sonapur, Subarnapur (Sonepur) | Aug 23, 2025
କଳା ଓ ସଂସ୍କୃତି ର ସହର ସୁବର୍ଣ୍ଣପୁର । ଏହି ଐତିହାସିକ ସହର ରେ ଦେଖିବାକୁ ମିଳେ ଲୋକସଂସ୍କୃତିର ଅନେକ ଝଲକ । ଏ ସହର ଯେତିକି ପ୍ରାଚୀନ ସେତିକି ପୁରୁଣା ତାର ଐତିହ୍ୟ ଓ ସଂସ୍କୃତି । ଏଠାରେ ନିଆରା ଭାବେ ପାଳିତ ହୋଇଥାଏ ସପ୍ତପୁରୀ ଅମାବାସ୍ୟା । ବିଭିନ୍ନତା ଭିତରେ ରହିଛି ଏକ ସ୍ବତନ୍ତ୍ରତା । ସପ୍ତପୁରୀ ଅମାବସ୍ୟା ବା ପୁରାଉଁଆସ ସୁବର୍ଣ୍ଣପୁରରେ ପାଳିତ ହୁଏ ନିଆରା ଡଙ୍ଗରେ । ଏହି ପର୍ବରେ ଆଜି ଅପରାହ୍ନ ପ୍ରାୟ ୩ଟାରୁ ଛୋଟ ଛୋଟ ପୁଅମାନେ ମାଟି ଓ କାଠ ତିଆରି ଘୋଡା ହାତି ଓ ଝିଅମାନେ ମାଟି କୁଣ୍ଢିରେ ଖାଦ୍ୟ ଶସ୍ଯ ନେଇ ଗାଁ ମୁଣ୍ଡରେ ଖେଳିଥାନ୍ତି ।
Read More News
T & CPrivacy PolicyContact Us