Download Now Banner

This browser does not support the video element.

ସୁକିନ୍ଦା: କୋଇଲ ଗ୍ରାମ ପାଖ ମହାଗିରି ପାହାଡ଼ ତିଖରେ ଥିବା ଝରଣାରେ ବୁଡ଼ି ଜଣେ ଯୁବକ ମୃତ, ଜଣେ ନିଖୋଜ

Sukinda, Jajpur | Aug 23, 2025
ସ୍ଥାନୀୟ ଯୁବକ ସମ୍ଭୁ ପ୍ରଧାନ ଓ ମାନସ ମହାନ୍ତ କୋଇଲ ଗ୍ରାମ ପାଖ ମହାଗିରି ପାହାଡ଼ ତିଖରେ ଥିବା ଝରଣାରେ ଗାଧୋଇବା ପାଇଁ ଯାଇ ବୁଡ଼ି ନିଖୋଜ ହୋଇଯାଇଥିଲେ । ସ୍ଥାନୀୟ ଲୋକେ ସୂଚନା ପାଇ ତୁରନ୍ତ ସୁକିନ୍ଦା ଦମକଳ ବାହିନୀର କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଗଭୀର ଝରଣା ମଧ୍ୟରୁ ଶମ୍ଭୁ ପ୍ରଧାନଙ୍କ ମୃତ ଦେହ ଉଦ୍ଧାର କରିଥିବା ବେଳେ ଅନ୍ୟ ଜଣେ ଯୁବକ ମାନସ ମହାନ୍ତଙ୍କ ଏପର୍ଯ୍ୟନ୍ତ ପତା ମିଳୁନାହିଁ
Read More News
T & CPrivacy PolicyContact Us