Download Now Banner

This browser does not support the video element.

ଦିଗପହଣ୍ଡି: ଗଞ୍ଜାମ ଜିଲ୍ଲା କୁକୁଡାଖଣ୍ଡି ବ୍ଲକର ବନ୍ଥପଲି ଗ୍ରାମ ପରିଦର୍ଶନ କରିଛନ୍ତି ଜିଲ୍ଲା ସ୍ଵାସ୍ଥ୍ୟ ବିଭାଗ ର ବରିଷ୍ଠ ପ୍ରଶାସନିକ ଅଧିକାରୀ ।

Digapahandi, Ganjam | Sep 11, 2025
ଗଞ୍ଜାମ ଜିଲ୍ଲା କୁକୁଡାଖଣ୍ଡି ବ୍ଲକର ବନ୍ଥପଲି ଗ୍ରାମ ପରିଦର୍ଶନ କରିଛନ୍ତି ଜିଲ୍ଲା ସ୍ଵାସ୍ଥ୍ୟ ବିଭାଗ ର ବରିଷ୍ଠ ପ୍ରଶାସନିକ ଅଧିକାରୀ । ବରିଷ୍ଠ ପ୍ରଶାସନିକ ଅଧିକାରୀ ମାନେ ଆଜି ଦିନ 12 ଘଣ୍ଟ ସମୟରେ ବନ୍ଥପଲି ଗ୍ରାମ ରେ ପହଁଚି ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ପଞ୍ଚାୟତବାସୀଙ୍କ ସହ ସ୍ଵାସ୍ଥ୍ୟ ସେବା ଉପରେ ଆଲୋକପାତ କରିଥିଲେ । ଏଥିସହ ଆସନ୍ତା ଦିନରେ ସ୍ଵାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ ପାଇଁ ଆଲୋକପାତ ହୋଇଥିବାର ଖବର ମିଳିଛି ।
Read More News
T & CPrivacy PolicyContact Us