This browser does not support the video element.
ଛତ୍ରପୁର: ନରେନ୍ଦ୍ରପୁର ଓ ଟାଟା କଲୋନୀରେ ଗଜାନନଙ୍କ ପୂଜାରେ ସାମିଲ ହେଲେ ବ୍ରହ୍ମପୁର ସାଂସଦ
Chhatrapur, Ganjam | Aug 28, 2025
ଗଞ୍ଜାମ ଜିଲ୍ଲା ଛତ୍ରପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ନରେନ୍ଦ୍ରପୁର ଓ ନିକଟସ୍ଥ ଟାଟା କଲୋନୀରେ ଚାଲିଥିବା ଅଗ୍ରପୂଜ୍ୟ ଗଜାନନକଂ ପୂଜାରେ ସାମିଲ ହୋଇଛନ୍ତି ବ୍ରହ୍ମପୁର ସାଂସଦ ଡଃ ପ୍ରଦୀପ ପାଣିଗ୍ରାହୀ ।ଗୁରୁବାର ଅପରାହ୍ନରେ ଶ୍ରୀ ପାଣିଗ୍ରାହୀଙ୍କୁ ଏଠାରେ ସମ୍ବର୍ଦ୍ଧନା ଦିଆଯାଇଛି।