This browser does not support the video element.
ନୂଆପଡା: ନୂଆପଡ଼ା ଏକତା ଛକ ରେ ରାଜୁ ଢୋଲକିଆ ଙ୍କୁ ଶେଷ ଦର୍ଶନ କଲେ ଜନସାଧାରଣ
Nuapada, Nuapada | Sep 9, 2025
ଆଜି ଦିନ ଅଧେ ଦୁଇଟା ସମୟରେ ନୂଆପଡ଼ା ଜିଲ୍ଲା ସଦର ମହକୁମା ଏକତା ଛକ ନିକଟରେ ରାଜୁ ଢୋଲକିଆ ଙ୍କ ପାର୍ଥିବ ଶରୀର ପହଞ୍ଚିଥିଲା।ହଜାର ଝର ଲୋକ ରୁଣ୍ଡ ହୋଇ ଶେଷ ଦର୍ଶନ କରିଥିଲେ। କଳାହାଣ୍ଡି ର ପୂର୍ବ ସାଂସଦ ବସନ୍ତ ପଣ୍ଡା ଶବ୍ଦର ବିଜ୍ଞାପିତ ଅଂଚଳ ପରିଷଦ ଅଧ୍ୟକ୍ଷ ମହମ୍ମଦ ଆଦମ ପ୍ରମୁଖ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।