This browser does not support the video element.
ବଡଚଣା: ବଡଚଣା ନିକଟସ୍ଥ ପେଟ୍ରୋଲ ପମ୍ପ ସମ୍ମୁଖ ରାଜପଥରେ କାର୍ ଦୁର୍ଘଟଣାରେ ୪ଜଣ ଆହତ, ଜଣେ ଗୁରୁତର
Badachana, Jajpur | Apr 3, 2024
ବୁଧବାର ସକାଳ ସମୟରେ ୧୬ନଂ ଜାତୀୟ ରାଜପଥର ବଡଚଣା ନିକଟସ୍ଥ ଡଲଫିନ୍ ପେଟ୍ରୋଲ ପମ୍ପ ସମ୍ମୁଖରେ ଏକ କାର ଦୁର୍ଘଟଣାରେ 4ଜଣ ଆହତ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି। ୫ଜଣ ଯାତ୍ରୀ ପଶ୍ଚିମବଙ୍ଗରୁ ଜଗତପୁର ଯିବା ସମୟରେ କାରଟି ଭାରସାମ୍ଯ ହରାଇ ଡିଭାଇଡରରେ ପିଟିହୋଇ ଯାଇଥିଲା। ଖବର ପାଇ ଜାତୀୟ ରାଜପଥର ପାଟ୍ରୋଲିଂ ଗାଡି ପହଞ୍ଚି ଆହତଙ୍କୁ ବଡଚଣା ଗୋଷ୍ଠୀ ସ୍ବାସ୍ଥ୍ଯ କେନ୍ଦ୍ରରେ ଭର୍ତ୍ତି କରିଛି।