This browser does not support the video element.
ବଲାଙ୍ଗୀର: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରେ ୪୦ ତମ ଜାତୀୟ ଚକ୍ଷୁଦାନ ସପ୍ତାହ ପାଳନ
Balangir, Balangir | Sep 6, 2025
ଆଜି ପୂରଭାହ୍ନ 11ଟା ସମୟରେ ବଲାଙ୍ଗୀର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରେ ୪୦ ତମ ଜାତୀୟ ଚକ୍ଷୁଦାନ ସପ୍ତାହ ପାଳନ. ଏହି କାର୍ଯ୍ୟକ୍ରମ ଟି ଚକ୍ଷୁ ବିଭାଗ ପକ୍ଷରୁ ଏକ ସଚେତନତା ରେଲି ଆୟୋଜନ କରା ଯାୟୀଥିଲା l ଏହି ରେଲି ରେ ନର୍ସିଂ ଛାତ୍ରଛାତ୍ରୀ ମାନେ “ଚକ୍ଷୁ ଦାନ କରନ୍ତୁ, ଆଲୋକ ଦିଅନ୍ତୁ” ଭଳି ସ୍ଲୋଗାନ ସହ ହାତରେ ପ୍ଲାକାର୍ଡ ନେଇ ସଚେତନତା ବାର୍ତ୍ତା ପ୍ରସାର କରିଥିଲେ । କାର୍ୟକ୍ରମରେ ବିଭାଗୀୟ ଅଧ୍ୟକ୍ଷମାନେ ଉପସ୍ଥିତ ରହି ଜଣେ ବ୍ୟକ୍ତିଙ୍କର ଚକ୍ଷୁଦାନରୁ ଅନ୍ଧଙ୍କୁ ଆଲୋକ ଦିଆଯାଇପାରେ ବୋଲି କହି ଥିଲେ । ସମାଜରେ ଚକ୍ଷୁଦାନ ପ୍ରତି ସଚେତନତା ବୃଦ୍ଧି କରିବା,