Download Now Banner

This browser does not support the video element.

ଜଗତସିଂହପୁର: ଭାରତୀୟ ଜନତା ପାର୍ଟି,ପଙ୍କପାଳ ମଣ୍ଡଳର ପୂର୍ବତନ ସଭାପତି ଙ୍କ ଆକସ୍ମିକ ବିୟୋଗ ଖବର ଶୁଣି ପହଁଚିଲେ ରାଷ୍ଟ୍ରମନ୍ତ୍ରୀ

Jagatsinghapur, Jagatsinghpur | Sep 5, 2025
ଭାରତୀୟ ଜନତା ପାର୍ଟି, ପଙ୍କପାଳ ମଣ୍ଡଳର ପୂର୍ବତନ ସଭାପତି ଶ୍ରୀ ପ୍ରଦୀପ୍ତ ମହାପାତ୍ର ଙ୍କ ଆକସ୍ମିକ ବିୟୋଗ ଖବର ଶୁଣି ପହଁଚିଲେ ରାଷ୍ଟ୍ର ମନ୍ତ୍ରୀ l ପ୍ରଦୀପ୍ତ ମହାପାତ୍ର ଜଣେ ମିଷ୍ଟଭାଷୀ, ନିଷ୍ଠାବାନ ଏବଂ ଦରଦୀ ହୃଦୟର ବ୍ୟକ୍ତି ଥିଲେ l ଦଳର ସଂଗଠନକୁ ତୃଣମୂଳ ସ୍ତରରେ ସୁଦୃଢ଼ କରିବାରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଥିଲା l ତାଙ୍କର ବିୟୋଗ ଜଗତସିଂହପୁର ଜିଲ୍ଲା ବିଜେପି ପାଇଁ ଏକ ଅପୂରଣୀୟ କ୍ଷତି l ତାଙ୍କ ବାସଭବନକୁ ଯାଇ ଅନ୍ତିମ ଦର୍ଶନ କରିବା ସହ ପାର୍ଥିବ ଶରୀରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଏବଂ ଅନ୍ତିମ ସଂସ୍କାରରେ ସାମିଲ ହେଲି l ଏହି ଦୁଖଦଃ ସମୟରେ ମହାପ୍ରଭୁ
Read More News
T & CPrivacy PolicyContact Us