Install App
swapnajits
This browser does not support the video element.
ନବରଙ୍ଗପୁର ପୋଲିସ ଷ୍ଟେସନ: ଆସନ୍ତାକାଲି ନବରଙ୍ଗପୁର ଜିଲ୍ଲାରେ ଅତ୍ୟଧିକ ବର୍ଷା ନେଇ ସୂଚନା ଦେଲା ପାଣିପାଗ bibhagv
Nabarangapur PS, Nabarangpur | Aug 31, 2025
ଆସନ୍ତା କାଲି ନବରଙ୍ଗପୁର ଜିଲ୍ଲାରେ ଅତ୍ୟଧିକ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଜିଲ୍ଲା ପାଣିପାଗ ବିଭାଗ | ବିଜୁଳି ଘଡ ଘଡି ବର୍ଷା ହେବା ନେଇ ସୂଚନା ଦେଇଛି | ଏ ନେଇ ଲୋକଙ୍କୁ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦେଇଛି | ଏହି ସମୟରେ ପଵନର ବେଗ 30 ରୁ 40 କିମି ମଧ୍ୟରେ ରହିବ | ଜିଲ୍ଲାରେ ବର୍ଷାର ପରିମାଣ ଅଧିକ ହେବ |
Share
Read More News
T & C
Privacy Policy
Contact Us
Your browser does not support JavaScript!