Download Now Banner

This browser does not support the video element.

ଛତ୍ରପୁର: ବ୍ରହ୍ମପୁର ଉପକଣ୍ଠ ଫୁଲଟା ଗାଁରେ ଡିଜେ ଲଢେଇ ଘଟଣା, ୨ ଡିଜେ ଗାଡ଼ିକୁ ସିଜ୍ କଲା ପୋଲିସ

Chhatrapur, Ganjam | Sep 8, 2025
ସିଜ୍ ହେଲା ଡିଜେ ଗାଡ଼ି । ଗଣେଶ ଭସାଣ ଶୋଭାଯାତ୍ରାରେ ଦୁଇ ଡିଜେ ଟ୍ରକ୍ ମଧ୍ୟରେ ଧକ୍କା ଲଗାଇ ବିପଦଜନକ ମସ୍ତିକୁ ନେଇ ଉଦବେଗ ପ୍ରକାଶ ପାଇଥିଲା । ଭିଡିଓ ଭାଇରାଲ୍ ପରେ ନିଜ ଆଡୁ ମାମଲା ରୁଜୁ କରି ପୋଲିସ ତଦନ୍ତ କରୁଛି । ବ୍ରହ୍ମପୁର ନିମଖଣ୍ଡି ଥାନା ଅଞ୍ଚଳର ଫୁଲଟା ଗାଁରେ ଡିଜେ-ଡିଜେ ଧକ୍କା ଲଗାଇ ପ୍ରତିଯୋଗିତା ଘଟଣାର ଭିଡିଓ ଭାଇରାଲ୍ ପରେ ସୋମବାର ଅପରାହ୍ନରେ ୨ ଟି ଡିଜେ ଗାଡ଼ିକୁ ସିଜ୍ କରିଛି ପୋଲିସ ।
Read More News
T & CPrivacy PolicyContact Us