Download Now Banner

This browser does not support the video element.

ଜଗତସିଂହପୁର: ପାରାଦ୍ଵୀପ ରେ ନାବାଳିକା ଛାତ୍ରୀଙ୍କୁ ଅସଦାଚରଣ ଘଟଣା। ତିନି ଯୁବକ ଙ୍କୁ ଉଠାଇ ଆଣିଲା ଲକ୍ ଥାନା ପୋଲିସ

Jagatsinghapur, Jagatsinghpur | Aug 23, 2025
ପାରାଦ୍ଵୀପ - ନାବାଳିକା ଛାତ୍ରୀଙ୍କୁ ଅସଦାଚରଣ ଘଟଣା। ତିନି ଯୁବକ ଙ୍କୁ ଉଠାଇ ଆଣିଲା ଲକ୍ ଥାନା ପୋଲିସ। ଟିଉସନ ଯିବା ବେଳେ ଛାତ୍ରୀଙ୍କୁ ଅସଦାଚରଣ କରିଥିଲେ ଯୁବକ। ଶୁକ୍ରବାର ରାତିରେ ଥାନାରେ ଏତଲା ଦେଇଥିଲେ ନାବାଳିକା ଛାତ୍ରୀ। ଅସଦାଚରଣ କରିବା ସହିତ ଏସିଡ ପକାଇ ଦେବାକୁ ଛାତ୍ରୀ ମାନଙ୍କୁ ଦେଇଥିଲେ ଧମକ। ଲକ୍ ଥାନାରେ ତିନି ଯୁବକ ଙ୍କୁ ଅଟକ ରଖି ଅଧିକ ତଦନ୍ତ କରୁଛି ପୋଲିସ।
Read More News
T & CPrivacy PolicyContact Us