Download Now Banner

This browser does not support the video element.

ସୁକିନ୍ଦା: ସୁକିନ୍ଦା ଲେମ୍ୱୋ ପଞ୍ଚାୟତ ସ୍ଥିତ ମହାଗିରି ଜଙ୍ଗଲ ମୁହାଁ ଦୁଇ ଜଙ୍ଗଲି ଦନ୍ତା ହାତୀ

Sukinda, Jajpur | Sep 4, 2025
ସୁକିନ୍ଦା ବ୍ଲକ ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ଆତଙ୍କ ସୃଷ୍ଟି କରିଥିବା ଦୁଇ ଦନ୍ତା ହାତୀ ବୁଧବାର ବିଳମ୍ବିତ ରାତି ପର୍ଯ୍ୟନ୍ତ ସୁକିନ୍ଦା ଆଦର୍ଶ ବିଦ୍ୟାଳୟ ପାଖ ଜଙ୍ଗଲରେ ରହିଥିଲେ । ସ୍ଥାନୀୟ ବନ ବିଭାଗର କର୍ମଚାରୀ ମାନଙ୍କ ମିଳିତ ଉଦ୍ୟମରେ ଗୁରୁବାର ଭୋର ସମୟରେ ଦୁଇ ଦନ୍ତା ହାତୀକୁ ସୁକିନ୍ଦା ସ୍ଥିତ ମହାଗିରି ଜଙ୍ଗଲ ଆଡେ ଘଉଡ଼ାଇବା ପାଇଁ ଚେଷ୍ଟା ଜାରି ରହିଛି ।
Read More News
T & CPrivacy PolicyContact Us