This browser does not support the video element.
ଗୋପାଳପୁର: ଆଙ୍କୁଲି ଠାରେ ବିଜେପି ମହିଳା ମୋର୍ଚ୍ଚାର ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ
Gopalpur, Ganjam | Oct 2, 2024
ଗୋପାଳପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଙ୍କୁଲି ଠାରେ ବିଜେପି ମହିଳା ମୋର୍ଚ୍ଚା ର ଏକ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଛି l କାର୍ଯ୍ୟକ୍ରମରେ ସଦସ୍ୟତା ଅଭିଯାନ ଗ୍ରହଣ କରାଯିବା ସହ ରାଷ୍ଟ୍ରୀୟ ମହିଳା ମୋର୍ଚ୍ଚା ଅଧ୍ୟକ୍ଷା ଶ୍ରୀମତି ଭି ଶ୍ରୀନିବାସନ୍ ଯୋଗ ଦେଇଥିଲେ l