Install App
malliksaroj28
This browser does not support the video element.
ପୁରୀ ମ୍ୟୁନିସିପାଲଟି: ଶ୍ରୀମନ୍ଦିରର ବିଭିନ୍ନ ସ୍ଥାନରେ ଲାଗିବ ସାଇନେଜ୍, ସିଂହଦ୍ୱାର ଠାରେ ପ୍ରତିକ୍ରିୟା ରଖିଲେ ଏସପି
Puri M, Puri | Aug 22, 2025
2 ଟି ସ୍ଥାନରେ ଷ୍ଟ୍ରାଟେଜିକ୍ ପୋଲିସ ପୋଷ୍ଟ ରହିବ ।କଣ କଣ କରିବାକୁ ବାରଣ ସେନେଇ ସାଇନେଜ ରେ ରହିବ ସୂଚନା ।ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କହିଲେ ରାଜ୍ୟ ସରକାରଙ୍କ ବିଚାରଧୀନ ଅଛି ଶ୍ରୀମନ୍ଦିର ଆଇନ ସଂଶୋଧନ ପ୍ରସ୍ତାବ ।ଆଇନ ଲାଗୁ ହେବାପରେ ଡ୍ରୋନ,ଚଷମା ଓ ଅନ୍ୟ ଡିଭାଇସ୍ ନେବା ବା ବ୍ୟବହାର କଲେ ହେବ କଡା କାର୍ଯ୍ୟାନୁଷ୍ଠାନ ।
Share
Read More News
T & C
Privacy Policy
Contact Us
Your browser does not support JavaScript!