Install App
jagatsinghpur224
This browser does not support the video element.
ଜଗତସିଂହପୁର: ପାରାଦ୍ୱୀପ ତାରିଣୀଗଡା ନିକଟରେ ପୋଲିସର ଚଢାଇ , ୭ ଜଣ ବଙ୍ଗୀୟ ଯୁବତୀଙ୍କ ସହ ୪ ଜଣ ଯୁବକଙ୍କୁ ଉଠାଇ ଆଣିଲା ପାରାଦ୍ୱୀପ ଆଦର୍ଶ ଥାନା ପୋଲିସ
Jagatsinghapur, Jagatsinghpur | Aug 23, 2025
ପାରାଦ୍ୱୀପ ତାରିଣୀ ଗଡା ନିକଟରେ ପୋଲିସର ଚଢ଼ାଉ । ଦେହ ବ୍ୟବସାୟ ଚାଲିଥିବା ସମୟରେ ସାତ ଜଣ ଵଙ୍ଗୀୟ ଯୁବତୀଙ୍କ ସହ ୪ ଜଣ ଯୁବକଙ୍କୁ ଉଠାଇ ଆଣିଲା ପାରାଦ୍ୱୀପ ଆଦର୍ଶ ଥାନା ପୋଲିସ୍ । ଅଧିକ ତଦନ୍ତ ଜାରି ରହିଥିବା ପୋଲିସ ସୂତ୍ରରୁ ସୂଚନା ମିଳିଛି । ଆଜି ଶନିବାର ରାତି ୮ ଟା ସମୟରେ ଏହି ଚଢ଼ାଉ କରାଯାଇଥିବା ନେଇ ସୂଚନା ମିଳିଛି
Share
Read More News
T & C
Privacy Policy
Contact Us
Your browser does not support JavaScript!