Download Now Banner

This browser does not support the video element.

ଫୁଲବାଣୀ ସହର: ଟିକାବାଲି ପୋଲିସ ପକ୍ଷରୁ ପ୍ରହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି

Phulabani Town, Kandhamal | Sep 10, 2025
ଟିକାବାଲି ପୋଲିସ ପକ୍ଷରୁ ପ୍ରହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।ଟିକାବାଲି ଥାନା ଅଧିକାରୀ ଙ୍କ ନେତୃତ୍ୱ ରେ ଏକ ଟିମ୍ ବିଭିନ୍ନ ସ୍ଥାନରେ ଚଢାଉ କରି ବହୁ ନିଶା ଜାତ୍ୟ ଦ୍ରବ୍ୟ ଜବତ କରିଛି ଏବଂ ମାମଲା ବି ରୁଜୁ କରିଛି।
Read More News
T & CPrivacy PolicyContact Us