Download Now Banner

This browser does not support the video element.

ଫୁଲବାଣୀ ସହର: କନ୍ଧମାଳ ଜିଲ୍ଲାର ପର୍ଯ୍ୟଟନ ସ୍ଥଳୀ ର ବିକାଶ ଉପରେ ସାଂସଦ କେନ୍ଦ୍ର ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଙ୍କୁ ଭେଟି ଦିଲ୍ଲୀ ରେ ଆଲୋଚନା କଲେ

Phulabani Town, Kandhamal | Sep 3, 2025
କନ୍ଧମାଳ ଜିଲ୍ଲାର ପର୍ଯ୍ୟଟନ ସ୍ଥଳୀ ର ବିକାଶ ଉପରେ ସାଂସଦ କେନ୍ଦ୍ର ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଙ୍କୁ ଭେଟି ଦିଲ୍ଲୀ ରେ ଆଲୋଚନା କଲେ. ଜିଲ୍ଲାର ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ କିପରି ବିକାଶ ହୋଇପାରିବ ସେ ଉପରେ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ ମନ୍ତ୍ରି ଗଜେନ୍ଦ୍ର ସିଂ ସେଖାୱତ ଙ୍କୁ ଭେଟି ଏକ ପତ୍ର ପ୍ରଦାନ କରିଛନ୍ତି.
Read More News
T & CPrivacy PolicyContact Us