Download Now Banner

This browser does not support the video element.

ଛତ୍ରପୁର: ବ୍ରହ୍ମପୁର ସ୍ଥିତ ଗଞ୍ଜାମ ଓକିଲ ସଂଘ ଗୃହରେ ଅଗ୍ରପୂଜ୍ୟ ଗଜାନନକଂ ପୂଜା ଅନୁଷ୍ଠିତ

Chhatrapur, Ganjam | Aug 27, 2025
ବ୍ରହ୍ମପୁର ସ୍ଥିତ ଓକିଲ ସଂଘ ପକ୍ଷରୁ ସଂଘ କାର୍ଯ୍ୟାଳୟରେ ଅଗ୍ରପୂଜ୍ୟ ଗଜାନନକଂ ପୂଜା ଅନୁଷ୍ଠିତ ହୋଇଯାଇଛି। ବୁଧବାର ମଧ୍ଯାହ୍ନରେ ଅନୁଷ୍ଠିତ ପୂଜାରେ ସଂଘ ସଭାପତି ମନୋଜ କୁମାର ପଟ୍ଟନାୟକଙ୍କ ସମେତ ବହୁ ଆଇନଜୀବୀ ଉପସ୍ଥିତ ରହି ସିଦ୍ଧିବିନାୟକ ଙ୍କ ଆଶୀର୍ବାଦ ଭିକ୍ଷା କରିଥିଲେ।
Read More News
T & CPrivacy PolicyContact Us