Download Now Banner

This browser does not support the video element.

ପିପିଲି: କମାକନ୍ତିଆ ଗ୍ରାମରେ ଗଣେଶ ଭସାଣିରେ ଯୁବକକୁ ଖଣ୍ଡାରେ ଆକ୍ରମଣ ଉଦ୍ୟମ ଅଭିଯୋଗ, ଥାନାରେ ମାମଲା ରୁଜୁ

Pipili, Puri | Sep 6, 2025
ଗତକାଲି ରାତି ୯ଟାରେ ପିପିଲି ବ୍ଲକ୍ ଅନ୍ତର୍ଗତ କମା କନ୍ତିଆ ଗ୍ରାମରେ ଗଣେଶ ଭସାଣୀ ସମୟରେ ଗ୍ରାମର ଗଙ୍ଗାଧର ପ୍ରଧାନଙ୍କୁ ସେହି ଗ୍ରାମର ବାଦଲ ପ୍ରଧାନ ଖଣ୍ଡାରେ ଆକ୍ରମଣ ଉଦ୍ୟମ କରିଥଲେ। ଏନେଇ ଆଜି ଅପରାହ୍ନ ୨ଟାରେ ଗଙ୍ଗାଧରଙ୍କ ପକ୍ଷରୁ ଥାନାରେ ଅଭିଯୋଗ କରିବା ପରେ ଥାନାରେ ଏକ ମାମଲା ରୁଜୁ କରି ପୋଲିସର ତଦନ୍ତ ଜାରି ରହିଛି।
Read More News
T & CPrivacy PolicyContact Us