Download Now Banner

This browser does not support the video element.

ନିମାପଡା: ବିଳମ୍ୱିତ ରାତିରେ ପାଣିଛତ୍ର ଛକରେ ଗୋପ ପୋଲିସର ଚଢାଉ, ଗୋରୁ ବୋଝେଇ ଅଟୋ ଜବତ, ଥାନାରେ ମାମଲା, ଅଭିଯୁକ୍ତ ଗିରଫ ପରେ କୋର୍ଟ ଚାଲାଣ

Nimapada, Puri | Aug 27, 2025
ଗତକାଲି ରାତି ସାଡେ ୧୨ଟାରେ ଗୋପ ପୋଲିସ ପକ୍ଷରୁ ପାଣିଛତ୍ର ଛକରେ ଚଢାଉ କରାଯାଇ ଗୋଟିଏ ଗୋରୁ ବୋଝେଇ ଡ଼ାଲା ଅଟୋ ଜବତ କରି ଚାଳକକୁ ଗିରଫ କରିଥିଲା ପୋଲିସ। ଏନେଇ ଥାନାରେ ଏକ ମାମଲା ରୁଜୁ କରାଯାଇଥିବା ବେଳେ ଅଭିଯୁକ୍ତ ଚାଳକ ଚାରିଛକ ଥାନା ବାହାରଣା ଗ୍ରାମର ରାକେଶ କୁମାର ପଟ୍ଟନାୟକକୁ ଆଜି ଅପରାହ୍ନ ତିନିଟା ରେ କୋର୍ଟ ଚାଲାଣ କରାଯାଇଛି।
Read More News
T & CPrivacy PolicyContact Us