This browser does not support the video element.
ବଲାଙ୍ଗୀର: ପ୍ରଫେଟ ମହମ୍ମଦ ଜୟନ୍ତୀ ଅବସରରେ ସତ ଭାବନା ଯାତ୍ରା ସହ ସହର ପରିକ୍ରମା
Balangir, Balangir | Sep 5, 2025
ବଲାଙ୍ଗୀରରେ ପ୍ରଫେଟ ମହମ୍ମଦ ଜୟନ୍ତୀ ଅବସରରେ ସହର ପରିକ୍ରମା ବଲାଙ୍ଗୀର ସହରରେ ପ୍ରଫେଟ ମହମ୍ମଦ ଜୟନ୍ତୀକୁ ନେଇ ସତ ଭାବନାରେ ଶୋଭାଯାତ୍ରା ପରିକ୍ରମା କରାଯାଇଛି। ସହରର ବିଭିନ୍ନ ମୁଖ୍ୟ ରାସ୍ତା ଦେଇ ପରିକ୍ରମା କରିଥିବା ଏହି ଶୋଭାଯାତ୍ରାରେ ଧର୍ମୀୟ ସନ୍ଦେଶ ସହିତ ସାମାଜିକ ସମ୍ପ୍ରୀତିର ଆହ୍ୱାନ ଦିଆଗଲା। ଅବସରରେ ଇମାମ ସାହାବ ମାନବତା, ସହିଷ୍ଣୁତା ଓ ଭ୍ରାତୃତ୍ୱର ମୂଳ୍ୟବୋଧରେ ସମସ୍ତଙ୍କୁ ଏକତାବଦ୍ଧ ହେବାର ପରାମର୍ଶ ରଖିଥିଲେ।