Download Now Banner

This browser does not support the video element.

ଦିଗପହଣ୍ଡି: ସର୍ପାଘାତରେ ନିମପଲ୍ଲୀ ଗ୍ରାମରେ ଜଣେ ବ୍ୟକ୍ତି ଗୁରୁତର, ମେଡ଼ିକାଲ ସ୍ଥାନାନ୍ତର

Digapahandi, Ganjam | Jul 31, 2024
ନିମପଲ୍ଲୀ ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଏକ ସର୍ପା ଘାତରେ ଜଣେ ବ୍ୟକ୍ତି ଗୁରୁତର ହୋଇଥିବା ସୂଚନା ମିଳିଛି । ଗୁରୁତର ବ୍ୟକ୍ତି ଜଣଙ୍କ ହେଲେ ଉଲ୍ଲା ସାହୁ ବୟସ ୪୯ ବର୍ଷ ତାଙ୍କ ଘର ନିମପଲ୍ଲୀ ଗ୍ରାମ ବୋଲି ସୂଚନା ମିଳିଛି । ତେବେ ସୂଚନା ଅନୁସାରେ ଉଲ୍ଲା ସାହୁ ପୋଖରୀକୁ ଗାଧୋଇବା ପାଇଁ ଯାଉଥିଲି ହେଲେ ରାସ୍ତାରେ ଯାଉଥିବା ବେଳେ ଏକ ସର୍ପ ଉପରେ ତାଙ୍କ ଗୋଡ଼ ଭୁଲ ବଶତଃ ପଡ଼ି ଯାଇଥିଲା ଯାହାଫଳରେ ସର୍ପ ଟି ତାଙ୍କୁ କାମୁଡି ଦେଇଥିଲା ।
Read More News
T & CPrivacy PolicyContact Us