Download Now Banner

This browser does not support the video element.

ବରଗଡ: ଅଗ୍ରଗାମୀ ଯୁବକ ସଂଘ ଠାରେ ଅନୁଷ୍ଠିତ ଜରୁରୀ ସଭାରେ ଗଠନ ହେଲା ବରଗଡ ନାଗରିକ ସୁରକ୍ଷା ସଂଘ

Bargarh, Bargarh (Baragarh) | Sep 9, 2025
ଗଠନ ହେଲା ବରଗଡ଼ ନାଗରିକ ସୁରକ୍ଷା ସଂଘ । ଅଗ୍ରଗାମୀ ଯୁବକ ସଂଘ ଠାରେ ମଙ୍ଗଳବାର ରାତ୍ରି 8 ଘଣ୍ଟା ସମୟରେ ଏକ ସଭା ଅନୁଷ୍ଠିତ ହୋଇଯାଇଛି | ବରଗଡ଼ ସହରରେ ଜିଲ୍ଲା ପ୍ରଶାସନ ତରଫରୁ ବେଆଇନ ଜବର ଦଖଲ ଉଚ୍ଛେଦ ତଥା ଅନ୍ୟାନ୍ୟ ଅନ୍ୟାୟ ପୂର୍ଣ୍ଣ କାର୍ଯ୍ୟକଳାପକୁ ପ୍ରତିହତ କରିବା ପାଇଁ ଗଠନ କରାଗଲା ବରଗଡ଼ ନାଗରିକ ସୁରକ୍ଷା ସଂଘ । ଅସ୍ଥାୟୀ ଭାବରେ ଉକ୍ତ ସଂଘର ଆବାହକ ଭାବରେ ବରିଷ୍ଠ ଆଇନଜୀବି ଲିପ୍ସିତ ମିଶ୍ରଙ୍କୁ ମନୋନୀତ କରାଯାଇଥିବା ବେଳେ ପୂର୍ବତନ ବିଧାୟକ ଶ୍ରୀ ଦେବେଶ ଆଚାର୍ଯ୍ୟ ଏବଂ ଶ୍ରୀ ନିପନ କୁମାର ଦାସଙ୍କୁ ଉପଦେଷ୍ଟା,ସହରର ସମସ୍ତ ଅଞ୍ଚଳର ବିଭିନ୍ନ ବ୍ୟବସାୟିକ
Read More News
T & CPrivacy PolicyContact Us