Install App
sushantpattnayak1983
This browser does not support the video element.
ଛତ୍ରପୁର: ଚନ୍ଦ୍ରଗହଣରେ ହେତୁବାଦୀକଂ ବିଧର୍ମୀ କାର୍ଯ୍ୟକୁ ନେଇ ବ୍ରହ୍ମପୁର ଠାରେ ସାମ୍ବାଦିକ ସମ୍ମିଳନୀରେ ଚେତାବନୀ ଦେଲା ହିନ୍ଦୁ ସମାଜ
Chhatrapur, Ganjam | Sep 6, 2025
ଆସନ୍ତା କାଲି ଚନ୍ଦ୍ର ଗ୍ରହଣ। ତେବେ ଚନ୍ଦ୍ର ଗ୍ରହଣରେ ହେତୁବାଦୀକଂ ବିଧର୍ମୀ କାର୍ଯ୍ୟକୁ ନେଇ ଚେତାବନୀ ଦେଇଛି ହିନ୍ଦୁ ସମାଜ। ଚନ୍ଦ୍ର ଗ୍ରହଣ ବେଳେ ମଦ ମାଂସର ଆସର କଲେ ବିରୋଧ କରାଯିବ ବୋଲି ହିନ୍ଦୁ ସମାଜ ପକ୍ଷରୁ କୁହାଯାଇଛି। ଶନିବାର ଅପରାହ୍ଣରେ ଏନେଇ ବ୍ରହ୍ମପୁର ଗଜପତି ନଗର ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଗଞ୍ଜାମ ହିନ୍ଦୁ ସମାଜର ସଭାପତି ସୂଯ୍ୟନାରାୟଣ ଚୌଧୁରୀ।
Share
Read More News
T & C
Privacy Policy
Contact Us
Your browser does not support JavaScript!