This browser does not support the video element.
କବିସୂର୍ଯ୍ୟନଗର: କୋଦଳା ଚାରି ଛକ ନିକଟରୁ ଟ୍ରିପଲ ରାଇଡିଙ୍ଗ ଯୋଗୁଁ ଜଣେ ଚାଳକକୁ ଅଟକ ସହ ବାଇକ କୁ ଜବତ କଲା କୋଦଳା ପୋଲିସ
Kabisuryanagar, Ganjam | Aug 27, 2025
ଗଞ୍ଜାମ ଜିଲ୍ଲା କୋଦଳା ଥାନା ପୋଲିସ କୋଦଳା ଚାରି ଛକ ନିକଟରୁ ଟ୍ରିପଲ ରାଇଡିଙ୍ଗ ଯୋଗୁଁ ଜଣେ ଚାଳକଙ୍କୁ ଅଟକ ସହ ବାଇକକୁ ଜବତ କରିଛି । ବାଇକ ଚାଳକ ହେଲେ କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ସାନ ଉସ୍ତାପଡ଼ା ଗ୍ରାମର ଅର୍ଜୁନ ପ୍ରଧାନ ଙ୍କ ପୁଅ ଶିବାନନ୍ଦ ପ୍ରଧାନ । ପୋଲିସ ଯାଞ୍ଚ ସମୟରେ ଧରାପଡ଼ି ଥିଲେ । ଶିବାନନ୍ଦ ଙ୍କୁ ଅଟକ ସହ ବାଇକ ନମ୍ବର OD 07 AV 5379କୁ ଜବତ କରି ଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି ।