This browser does not support the video element.
ଉଦଳା: ଖୁଣ୍ଟା ବ୍ଲକର ସମ୍ମିଳନୀ କକ୍ଷରେ ବ୍ଲକ ସ୍ତରୀୟ ସାମାଜିକ ସମୀକ୍ଷା ଜନ ଶୁଣାଣୀ ଶିବିର ଅନୁଷ୍ଠିତ
Udala, Mayurbhanj | Sep 12, 2025
ଖୁଣ୍ଟା ବ୍ଳକ ପକ୍ଷରୁ ମନରେଗା ଓ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ସଂପର୍କୀତ ବ୍ଲକ ସ୍ତରୀୟ ସାମାଜିକ ସମୀକ୍ଷା ଜନ ଅଭିଯୋଗ ଶୁଣାଣୀ ଶିବିର ଶୁକ୍ରବାର ଦିନ ପ୍ରାୟ ୧୨ଟାରେ ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ବିଡ଼ିଓ ସତ୍ୟଜିତ ରାଉତ, ବ୍ଲକ ଅଧ୍ୟକ୍ଷ ସୁଧନ୍ୟା ନାଏକ, ସହକାରୀ ଯନ୍ତ୍ରୀ ବିନୋୟଜ୍ୟୋତି ଲେଙ୍କା, ବ୍ଲକ ସାମାଜିକ ସମୀକ୍ଷକ ଆଲୋକ ମହାନ୍ତି, ଏପିଓ ମନସ୍ଵନୀ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।