Download Now Banner

This browser does not support the video element.

ଖଲ୍ଲିକୋଟ୍: ଓଡ଼ିଶା ଡ୍ରାଇଭର ମହାସଂଘ ପକ୍ଷରୁ ଗୁପ୍ତେଶ୍ୱର ଙ୍କ ପୀଠରେ ଡ୍ରାଇଭର ଦିବସ ପାଳିତ, ଯୋଗଦେଲେ ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସେଠୀ

Khalikote, Ganjam | Sep 1, 2025
ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ କେଶପୁର ସ୍ଥିତ ଗୁପ୍ତେଶ୍ୱର ଙ୍କ ପୀଠରେ ଆଜି ଓଡ଼ିଶା ଡ୍ରାଇଭର ମହାସଂଘ ପକ୍ଷରୁ ଡ୍ରାଇଭର ଦିବସ ପାଳିତ ହୋଇ ଯାଇଛି । ଆଜି ଦିନ ସାଢ଼େ ୧୧ ଟା ସମୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସେଠୀ ଓ ସମ୍ମାନିତ ଅତିଥି ଭାବେ ବିଜେପି ଯୁବ ନେତା ଅରୁଣ କୁମାର ଖୁଣ୍ଟିଆ, ବରିଷ୍ଠ ବିଜେପି ନେତା ସକଳେଶ୍ଵର୍ ଦାଶ, ପଦ୍ମ ଚରଣ ସୁବୁଦ୍ଧି, ରମେଶ ପରିଡ଼ା ପ୍ରମୁଖ ଯୋଗ ଦେଇଥିଲେ । ପରେ ବିଧାୟକ ଶ୍ରୀ ସେଠୀ ଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ।
Read More News
T & CPrivacy PolicyContact Us