This browser does not support the video element.
ନୂଆପଡା: ଅମ୍ଲା ପାଲି ଗ୍ରାମ ରେ ଏକ ପେଡ ମା କେ ନାମ କାର୍ଯ୍ୟକ୍ରମରେ ଦୁଇ ଶହ ରୁ ଅଧିକ ଚାରା ରୋପଣ
Nuapada, Nuapada | Sep 28, 2025
ଆଜି ଦିନ ଦଶଟା ସମୟରେ ନୂଆପଡ଼ା ଜିଲ୍ଲା ଅମ୍ଳା ପାଲି ଗ୍ରାମ ରେ ଏକ ପେଡ ମା କେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଗ୍ରାମର ଯୁବକ ସଂଘ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରାୟ ଦୁଇ ଶହ ରୁ ଅଧିକ ଚାରା ରୋପଣ କରିଥିଲେ।ଏହି ଚାରା ଗୁଡ଼ିକ ର ଯତ୍ନ ନେଇ ତାକୁ ଏକ ଏକ ବୃକ୍ଷ ରେ ପରିଣତ କରିବାପାଇଁ ଯୁବକ ମାନେ ଶପଥ ନେଇଥିଲେ।