This browser does not support the video element.
ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ଭଞ୍ଜନଗର ସହରରେ ଥିବା ସରକାରୀ ସହରାଞ୍ଚଳ ହଷ୍ଟେଲ ପରିଦର୍ଶନ କରିଛନ୍ତି ଭଞ୍ଜନଗର ଉପ ଜିଲ୍ଲାପାଳ ।
Bhanjanagar, Ganjam | Aug 22, 2025
ଗଞ୍ଜାମ ଜିଲ୍ଲା ଭଞ୍ଜନଗର ସହରରେ ଥିବା ସରକାରୀ ସହରାଞ୍ଚଳ ହଷ୍ଟେଲ ପରିଦର୍ଶନ କରିଛନ୍ତି ଭଞ୍ଜନଗର ଉପ ଜିଲ୍ଲାପାଳ । ଭଞ୍ଜନଗର ଉପ ଜିଲ୍ଲାପାଳ ଆଜି ଦିନ 10 ଘଣ୍ଟ ସମୟରେ ସହରାଞ୍ଚଳ ହଷ୍ଟେଲ ରେ ପହଞ୍ଚି ବିଭିନ୍ନ କାର୍ଯ୍ୟର ଅନୁଧ୍ୟାନ କରିଥିଲେ । ଏଥିସହ ମଧ୍ୟାହ୍ନ ଭୋଜନ ବଣ୍ଟନ ସାଙ୍ଗକୁ ଛାତ୍ର ଛାତ୍ରୀଙ୍କ ଶିକ୍ଷା ଉପରେ ଆଲୋକପାତ କରିଥିଲେ ଭଞ୍ଜନଗର ଉପ ଜିଲ୍ଲାପାଳ । ଏପରି କି ସହରାଞ୍ଚଳ ହଷ୍ଟେଲ ର ଉନ୍ନତିକରଣ ଉପରେ ଉପ ଜିଲ୍ଲାପାଳ ଗୁରୁତ୍ବ ଦେଇଥିବା ବେଳେ ଛାତ୍ର ଛାତ୍ରୀଙ୍କ ଜତ୍ନ ନେବା ପାଇଁ ଉପ ଜିଲ୍ଲାପାଳ ହଷ୍ଟେଲ ର କର୍ତୃପକ୍ଷଙ୍କୁ ପରାମର୍ଶ ଦେଇଥିବାର ଖବର ମିଳିଛି ।।।