Download Now Banner

This browser does not support the video element.

ଢେଙ୍କାନାଳ ସଦର: ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମହିଳାଙ୍କ ଧାରଣା,ଆତ୍ମହତ୍ୟା ପାଇଁ ଚେତାବନୀ

Dhenkanal Sadar, Dhenkanal | Sep 12, 2025
ଢ଼େଙ୍କାନାଳ ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶୁକ୍ରବାର ଦିନ ଜଣେ ମହିଳାଙ୍କ ଧାରଣା ଦେଇଛନ୍ତି । ମହିଳାଙ୍କ ଅଭିଯୋଗ ଅନୁଯାୟୀ ଦେଉଳ ସାହି ଅଞ୍ଚଳର ଜଣେ ଯୁବକ ମହିଳାଙ୍କ ପୁଅଙ୍କୁ ଏକ କାର ଦେବାପାଇଁ ଅଢେଇ ଲକ୍ଷ ଟଙ୍କା ନେଇଥିଲେ । ହେଲେ ଆଜି ପର୍ଯ୍ୟନ୍ତ ସେହି ଯୁବକ ଜଣଙ୍କ ଗାଡି ଦେଲେ ନାହିଁ । ଟଙ୍କା ଫେରସ୍ତ କରିବାର ନାଁ ନେଉ ନାହିଁନ୍ତି । ଏସଂପର୍କରେ ଟାଉନ ଥାନା ବୋରାପଦା ଅଞ୍ଚଳର ବାସନ୍ତି ସ୍ୱାଇଁ ନାମକ ମହିଳା ଟାଉନ ଥାନାରେ ଅଭିଯୋଗ କରିବା ସହିତ ବିଭିନ୍ନ ସମୟରେ ଏସପିଙ୍କ କାର୍ଯ୍ୟାଳୟକୁ ଦୌଡି ଫେଲ ମାରିବା ପରେ ଆଜି ପୁର୍ବାହ୍ନ ୧୧ଟାରୁ ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ
Read More News
T & CPrivacy PolicyContact Us