Download Now Banner

This browser does not support the video element.

ବଲାଙ୍ଗୀର: କାଶୀ ବାହାଲ ଗ୍ରାମର ଗର୍ଭବତୀ ମହିଳାଙ୍କ ଭୀମଭୋଇ ମେଡିକାଲରେ ମୃତ୍ୟୁ, ସ୍ୱାମୀଙ୍କୁ ସହାୟତା କରି ସ୍ୱେଛାସେବୀ ସଂଗଠନ କଲା ଶବ ସତ୍କାର

Balangir, Balangir | Aug 26, 2025
କାଶୀ ବାହାଲ ଗ୍ରାମର ଜଣେ ଗର୍ଭବତୀ ମହିଳାଙ୍କ ଭୀମଭୋଇ ମେଡିକାଲରେ ମୃତ୍ୟୁ… ପରିବାରର ଅସହାୟତାରେ, ମୃତକଙ୍କ ଶବ ସତ୍କାର କରିବା ପାଇଁ ସ୍ୱାମୀ ହୋଇଥିଲେ ଅସମର୍ଥ। ସମୟରେ ଆଗକୁ ଆସିଲେ ମେଡିକାଲ ଫାଣ୍ଡି ଅଧିକାରୀ, ଯାହାଙ୍କ ପ୍ରୟାସରେ ବଲାଙ୍ଗୀରର ସ୍ୱେଛାସେବୀ ସଂଗଠନ ମଧ୍ୟ ଜୋଗାଯୋଗ କରିଲା। ସେମାନଙ୍କ ସହାୟତାରେ ସମ୍ମାନ ପୂର୍ବକ ମୃତକଙ୍କ ଶବ ସତ୍କାର ଆଜି 4ଟା ସମୟ କରାଯାଇଛି। କିନ୍ତୁ ପଛରେ ରହିଗଲା ୩ ବର୍ଷୀୟା ଏକାମାତ୍ର କନ୍ୟା, ଯାହାକୁ କୋଳେ ନେଇ ଦୁଃଖରେ ବିହ୍ବଳ ସ୍ୱାମୀ କହୁଛନ୍ତି
Read More News
T & CPrivacy PolicyContact Us