Download Now Banner

This browser does not support the video element.

ସିମୁଳିଆ: ଖଇରା କଲେଜ ନିକଟରେ କାର୍ଯ୍ୟରତ ସାମ୍ବାଦିକ ମାନଙ୍କର ପ୍ରତିବାଦ ବୈଠକ ଅନୁଷ୍ଠିତ ହୋଇଯାଇଛି,

Similia, Balasore | Aug 21, 2025
ଖଇରା ସାମ୍ବାଦିକ ସଂଘ ପକ୍ଷରୁ ପ୍ରତିବାଦ ବୈଠକ ଅନୁଷ୍ଠିତ ହୋଇଯାଇଛି lଖଇରା କଲେଜ ନିକଟରେ ଖଇରା ବ୍ଲକର କାର୍ଯ୍ୟରତ ସାମ୍ବାଦିକ ମାନେ ବୈଠକ କରି ରାଜ୍ୟ ସରକାର ଙ୍କ ପକ୍ଷରୁ ଯେଉଁ ସାମ୍ବାଦିକ ମାନେ ଆୟୁଷ୍ମାନ ସ୍ୱାସ୍ଥ୍ୟ ବୀମା ରେ ସାମିଲି ଥିବେ ସେହି ସାମ୍ବାଦିକ ମାନେ ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ରେ ସାମିଲୀ ହୋଇପାରିବେ ନାହିଁ ବୋଲି ଘୋଷଣା ପରେ ବିଭିନ୍ନ ସାମ୍ବାଦିକ ସଂଗଠନ ପକ୍ଷରୁ ଉକ୍ତ ଘୋଷଣା ବିରୋଧ କରିବା ସହିତ ସରକାର ଉକ୍ତ ଘୋଷଣା ଉଠାଇନେବା ସହିତ ପୁନର୍ବିଚାର କରିବା ପାଇଁ ଦାବି କରିଛନ୍ତି lନହେଲେ ସାମ୍ବାଦିକ ମାନେ ରାଜରାସ୍ତା ରେ ଆନ୍ଦୋଳନ କରିବା ନେଇ ଚେତାବନି l
Read More News
T & CPrivacy PolicyContact Us