This browser does not support the video element.
ପାରଳାଖେମୁଣ୍ଡି: ଆସନ୍ତା ୧୮ ତାରିଖ ପର୍ଯ୍ୟନ୍ତ ପାଣିପାଗ ବିଭାଗ ପକ୍ଷରୁ ଗଜପତି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
Paralakhemundi, Gajapati | Aug 17, 2024
ଆସନ୍ତା କାଲି ଅର୍ଥାତ୍ 18 ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ବର୍ଷା କୁ ନେଇ ଗଜପତି ଜିଲ୍ଲାକୁ ୱେଲୋ ୱର୍ଣ୍ଣିଂ ଜାରି କରାଯାଇଛି । ରାଜ୍ୟରେ ଏବେ ସକ୍ରୀୟ ରହିଛି ମୌସୁମୀ । ବର୍ତ୍ତମାନ ଜିଲ୍ଲା ର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି । ତେବେ ଆଜି ଠାରୁ ଗଜପତି ଜିଲ୍ଲାରେ ପୁଣି ବଢିବ ବର୍ଷା । ଆଜି ଠାରୁ ଆସନ୍ତା 18 ତାରିଖ ପର୍ଯ୍ୟନ୍ତ ଗଜପତି ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରବଳ ରୁ ଅତି ମାତ୍ରା ରେ ବର୍ଷା ହେବାର ସମ୍ଭାବନା ରହିଥିବା ପୁର୍ବାନୁମାନ କରିଛି ଭୁବନେଶ୍ଵର ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଯାହା ଫଳରେ ପ୍ରବଳ ବର୍ଷା ନେଇ ଗଜପତି ଜିଲ୍ଲାକୁ ୱେଲୋ ୱର୍ଣ୍ଣିଂ ଜାରି କରାଯ