Download Now Banner

This browser does not support the video element.

ସୋନପୁର: ସୋନପୁର ରେ ଜେ.ଆର.ସି.ବ୍ଲକ ସଂଯୋଜକଙ୍କ ପ୍ରଶିକ୍ଷଣ ଶିବିର ଉଦଜାପିତ

Sonapur, Subarnapur (Sonepur) | Sep 6, 2025
ରାଜ୍ୟ ରେଡ଼କ୍ରସ ଓଡିଶା ଶାଖାଙ୍କ ଆହ୍ୱାନ କ୍ରମେ ଅନୁଷ୍ଠିତ ତ୍ରି ଦିବସୀୟ ତାଳିମ ଶିବିରର ତୃତୀୟ ଦିବସରେ ଉଲୁଣ୍ଡା ବ୍ଲକ ଗୋଷ୍ଠି ଶିକ୍ଷା ଅଧିକାରୀ ଅଜୟ ଲୁହା ପରେ କ୍ରସ ପତାକା ଉତ୍ତୋଳନ କରିଥିଲେ । ଅପରାହ୍ନ 4 ଘଣ୍ଟା ପର୍ଯ୍ୟନ୍ତ ଅନୁଷ୍ଠିତ ଅଜିର ଉଦଜାପନୀ ସଭାରେ ସୁବର୍ଣ୍ଣପୁର ଜିଲ୍ଲା ଶିକ୍ଷା ଅଧିକାରୀ ମୀନାରାଣୀ ମଙ୍ଗଲଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ସାହାରା ଟ୍ରଷ୍ଟ ହାଇସ୍କୁଲ ପ୍ରାଙ୍ଗଣରେ ପଶ୍ଚିମ ଓଡିଶାର ଆଠଗୋଟି ଜିଲ୍ଲାର ସମସ୍ତ ୭୮ ଟି ବ୍ଳକର ବ୍ଲକ ସଂଯୋଜକଙ୍କ ତିନିଦିନିଆ ଦକ୍ଷତା ବୃଦ୍ଧି ପ୍ର
Read More News
T & CPrivacy PolicyContact Us