Download Now Banner

This browser does not support the video element.

ଆନନ୍ଦପୁର: ହାଟଡିହିରେ ପଣ୍ଡିତ ଦିନଦୟାଲ ଉପାଧ୍ୟାୟ ଙ୍କ ଜନ୍ମ ଜୟନ୍ତୀ ପାଳିତ

Anandapur, Kendujhar | Sep 25, 2025
ହାଟଡିହିର ଭାରତୀୟ ଜନତା ପାର୍ଟି କାର୍ଯ୍ୟଳୟ ଠାରେ ଅପରାହ୍ନ ତିନିଟା ପର୍ଯ୍ୟନ୍ତ ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବିଜେପି ନେତା ଆଲୋକ ସେଠୀ, ଜ୍ଞାନ ରଞ୍ଜନ ସାମନ୍ତ ସିଂହାର, ସୁଶାନ୍ତ କୁମାର ଜେନା, ଦୀପକ ଜେନା, ଦୀପ୍ତିମୟୀ ଖୁଣ୍ଟିଆ, ତୃପ୍ତି ମୟୀ ଜେନା, ହରେକୃଷ୍ଣ ସ୍ଵାଇଁ,ଯୁଧିଷ୍ଠିର ମଲ୍ଲିକ, ଶଶିକାନ୍ତ ରାଉତ, ଭୀମସେନ ପେରେଇ ପ୍ରମୁଖ ଯୋଗଦେଇ ଦିନ ଦୟାଲ ଉପାଧ୍ୟାୟଙ୍କ ଜୀବନାଦର୍ଶ ଉପରେ ଆଲୋକପାତ କରିଥିଲେ।ଏଥିରେ ହାଟଡିହି ବ୍ଲକର ୪ଟି ଯାକ ମଣ୍ଡଳରୁ ଶତାଧିକ କାର୍ଯ୍ୟକର୍ତ୍ତା ଯୋଗଦେଇଥିଲେ।
Read More News
T & CPrivacy PolicyContact Us