Download Now Banner

This browser does not support the video element.

ବଲାଙ୍ଗୀର: ଭୀମ ଭୋଇ ମେଡିକାଲ ର ଅଡିଟୋରିଅମ ଠାରେ ସ୍ୱାୟତ୍ତ ଶାସନ ଦିବସ ସମାରୋହ ଆୟୋଜିତ

Balangir, Balangir | Aug 31, 2025
ଆଜି ଅପରାହ୍ନ 1ଟା ସମୟରେ ବଲାଙ୍ଗୀର ର ଭୀମଭୋଇ ମେଡିକାଲ କଲେଜ ର ଅଡିଟୋରିୟମ ଠାରେ ରାଜ୍ୟସ୍ତରୀୟ ସ୍ୱାୟତ୍ତ ଶାସନ ଦିବସ ସମାରୋହ ଆୟୋଜିତ କରାଯାଇଥିଲା ଏଥିରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ବିଧାୟକ ବଲାଙ୍ଗିର #ଶ୍ରୀଯୁକ୍ତ_କଳିକେଶ_ନାରାୟଣ_ସିଂଦେଓ ସମ୍ମାନିତ ଅତିଥି ଭାବରେ ପୌର ପରିଷଦର ଅଧ୍ୟକ୍ଷା #ଲିକା_ସାହୁ ପୌରପରିଷଦ ର କାର୍ଯ୍ଯ ନୀର୍ବାହୀ ଅଧିକାରୀ #ସନ୍ତୋଷ_ବେହେରା ଯୋଗଦେଇ ପୌରପରିଷଦ ଓ କର୍ମକର୍ତ୍ତାମାନଙ୍କୁ ତାଙ୍କର ଦାୟୀତ୍ବବୋଧ ବିଷୟରେ ଉଦ୍ବୋଧନ ଦେଇ ବଲାଙ୍ଗିର କୁ ସ୍ବଚ୍ଛ ଓ ନିର୍ମଳ ଉନ୍ନତ ଓ ବିକାଶ ପାଇଁ ବଲାଙ୍ଗିର ର ଜନସାଧାରଣଙ୍କ ମଧ୍ଯ ସମର୍ଥନ ଏକାନ୍ତ ଜରୁରୀ ବୋ
Read More News
T & CPrivacy PolicyContact Us