Download Now Banner

This browser does not support the video element.

ଖଲ୍ଲିକୋଟ୍: ଆସନ୍ତାକାଲି ଚିକିଲି ପଞ୍ଚାୟତ କାର୍ଯ୍ୟାଳୟରେ ଅନୁଷ୍ଠିତ ହେବ ପଞ୍ଚାୟତ ସ୍ତରୀୟ ଜନ ଅଭିଯୋଗ ଶୁଣାଣି ଶିବିର

Khalikote, Ganjam | Aug 24, 2025
ଗଞ୍ଜାମ ର ନୂତନ ଜିଲ୍ଲାପାଳ ଙ୍କ ନିଷ୍ପତ୍ତି ଅନୁଯାୟୀ ଆସନ୍ତା କାଲି ଅର୍ଥାତ 25.08.2025 ରିଖ ସୋମବାର ଦିନ ୧୦ ଟା ସମୟରେ ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ଚିକିଲି ପଞ୍ଚାୟତ କାର୍ଯ୍ୟାଳୟ ରେ ପଞ୍ଚାୟତ ସ୍ତରୀୟ ଜନ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହେବାକୁ ଯାଉଛି । ଏହି ଶିବିର ରେ ଖଲ୍ଲିକୋଟ ବିଡ଼ିଓ ଦେବାଶିଷ ସାମଲ, ତହସିଲଦାର ଡି ମାଲେଶ୍ଵର ପାତ୍ର, ଥାନା ଅଧିକାରୀ ରମେଶ କୁମାର ପ୍ରଧାନଙ୍କ ସହ ଅନ୍ୟାନ୍ୟ ବ୍ଲକ ସ୍ତରୀୟ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ରହି ଲୋକଙ୍କ ଅଭିଯୋଗ ଶୁଣିବେ। ତେବେ ଏ ସମ୍ପର୍କରେ ଆଜି ସନ୍ଧ୍ୟା ୫ ଟା ସମୟରେ ସୂଚନା ମିଳିଛି ।
Read More News
T & CPrivacy PolicyContact Us