This browser does not support the video element.
ଜୁନାଗଡ: ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷଙ୍କ ଡୁଡକେଲ ସ୍ଥିତ ବାସଭବନରେ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ
Junagarh, Kalahandi | Aug 21, 2025
ଗୋଲାମୁଣ୍ଡା ବ୍ଲକ ଅଧକ୍ଷ ଙ୍କ ଡୁଡକେଲ ସ୍ଥିତ ବାସଭବନରେ ଜନଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ଆଜି 21ତାରିଖ ଗୁରୁବାର ମଧ୍ୟାହ୍ନ 12ଟାରୁ ଅପରାହ୍ନ 5ଟା30 ପର୍ଯ୍ୟନ୍ତ ଗୋଲାମୁଣ୍ଡା ବ୍ଲକ ଅଧକ୍ଷ ବିନ୍ଦୁ ମହାନନ୍ଦ ଙ୍କ ଡୁଡକେଲ ସ୍ଥିତ ବାସଭବନ ରେ ଜନଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ଏହି ଜନଶୁଣାଣୀ ରେ ଗୋଲାମୁଣ୍ଡା ବ୍ଲକ ର ବିଭିନ୍ନ ପଞ୍ଚାୟତ ର ଲୋକେ ବ୍ଲକ ଅଧକ୍ଷ ଙ୍କ ବାସଭବନ କୁ ଆସି ନିଜ ନିଜ ଅଭିଯୋଗ କଲାପରେ ନିଜ ବାସଭବନ ଓ ଫୋନ ମାଧ୍ୟମରେ ବିଭାଗୀୟ ଅଧିକାରୀ ଙ୍କୁ ଡାକି ତୁରନ୍ତ ସମାଧାନ କରିଥିଲେ