Download Now Banner

This browser does not support the video element.

ବାଲେଶ୍ବର ମ୍ୟୁନିସିପାଲଟି: ବାଲେଶ୍ୱର ଚିକିତ୍ସାଳୟ ରେ ନର୍ସିଂ ଛାତ୍ରଙ୍କ ଆତ୍ମହତ୍ୟା

Baleshwar M, Balasore | Sep 12, 2025
ବାଲେଶ୍ୱର ଚିକିତ୍ସାଳୟ ରେ ଅଭାବନୀୟ ଘଟଣା।ସର୍ଜରୀ ୱାର୍ଡ ରେ ଥିବା ଡ୍ରେସିଂ ରୁମ ରେ ଆତ୍ମହତ୍ୟା କଲେ ହସ୍ପିଟାଲ କର୍ମଚାରୀ ମୃତ୍ୟୁଞ୍ଜୟ ସାମଲ ଙ୍କ ପୁଅ ନର୍ସିଂ ଛାତ୍ର ରୋମିଓ ରଂଜନ ସାମଲ । ଶୁକ୍ରବାର ସକାଳ ୭:୩୦ରେ ମୃତଦେହ କୁ ବ୍ୟବଛେଦ ପାଇଁ ପଠାଯାଇଥିବା ଜଣାପଡିଛି।
Read More News
T & CPrivacy PolicyContact Us