Download Now Banner

This browser does not support the video element.

ଜି ଉଦୟଗିରି: ରାଇକିଆ ଓ ଦାରିଙ୍ଗବାଡି ଅବକାରୀ ବିଭାଗକୁ ମିଳିଛି ସଫଳତା, ଗଞ୍ଜେଇ ଚୋରା ଚାଲାଣ ବେଳେ ସିକଜେତାରୁ ଧରିଲା ଅବକାରୀ ବିଭାଗ

G Udayagiri, Kandhamal | Aug 26, 2025
କନ୍ଧମାଳ ଜିଲ୍ଲା ରାଇକିଆ ଏବଂ ଦାରିଙ୍ଗବାଡି ଅବକାରୀ ବିଭାଗ କୁ ମିଳିଛି ସଫଳତା ଗଞେଇ ଚୋରା ଚାଲାଣ ବେଳେ ମାଡି ବସିଥିଲା ଅବକାରୀ ବିଭାଗ । ସୂଚନା ଅନୁଯାୟୀ ଏକ ବୋଲେରୋ ରେ ୪୨ କେଜି ଗଂଜେଇ ନେଇ ଦାରିଙ୍ଗବାଡ଼ି ଠାରୁ ଗଞ୍ଜାମ ଜିଲ୍ଲା ସୋରଡ଼ା କୁ ଚୋରା ଚାଲାଣ ବେଳେ କୋଣସି ପ୍ରକାରରେ ଖବର ପାଇ ରାଇକିଆ ଅବକାରୀ ବିଭାଗ ଏବଂ ଦାରିଙ୍ଗବାଡି ଅବକାରି ବିଭାଗ ସିକକେତା ନିକଟରେ ବୋଲେରୋ ପିକପ୍ ଭ୍ୟାନ୍ କୁ କାବୁ କରିଥିଲେ । ଅଭିଯୁକ୍ତ କୁ ଗିରଫ କରି ଅଭିଯୁକ୍ତ ଠାରୁ ୪୨ କେଜି ଗଂଜେଇ - ଏକ ବୋଲେରୋ ପିକପ୍ ଜବତ କରିବା ସହ ଅଭିଯୁକ୍ତ କୁ ଗିରଫ କରି କୋର୍ଟ ଚାଲାଣ କରାଯିବ।
Read More News
T & CPrivacy PolicyContact Us