Download Now Banner

This browser does not support the video element.

କଟକ ପୌରାଞ୍ଚଳ: ବିଧାୟିକା ସୋଫିଆ ଫିର୍ଦୋସ ଗୁରୁବାର କଟକ ସହରର ବାଦାମବାଡି ସମେତ ବିଭିନ୍ନ ସାହି କ୍ଲବ, ପୂଜା ପ୍ରତିଷ୍ଠାନ ବୁଲି ଗଣପତିଙ୍କ ଦର୍ଶନ କରିନଥିଲେ

Cuttack M Corp PS, Cuttack | Aug 28, 2025
ବାରବାଟି କଟକ ବିଧାୟିକା ସୋଫିଆ ଫିର୍ଦୋସ ଗୁରୁବାର ସନ୍ଧ୍ୟା ୭ଟାରେ କଟକ ସହରର ବିଭିନ୍ନ ସାହି କ୍ଲବ, ପୂଜା ପ୍ରତିଷ୍ଠାନ ଓ ଅନୁଷ୍ଠାନ ତରଫରୁ ଅନୁଷ୍ଠିତ ପୂଜା ମଣ୍ଡପ ବୁଲି ଗଣେଶ ମହାପ୍ରଭୁଙ୍କ ଦର୍ଶନ କରିଥିଲେ।
Read More News
T & CPrivacy PolicyContact Us