This browser does not support the video element.
ବରଗଡ: ଧାନକାର୍ଡ ପଞ୍ଜିକରଣ କୁନେଇ ଜିଲ୍ଲାପାଳ ଅଫିସ ଆଗରେ ଧାରଣା ଦେଲେ ଶତାଧିକ ଚାଷୀ
Bargarh, Bargarh (Baragarh) | Sep 2, 2025
ମଙ୍ଗଳବାର ଦିବା 11 ଘଣ୍ଟା ସମୟରେ ଧାନ କାର୍ଡ ପଂଜିକରଣ କୁ ନେଇ ଜିଲ୍ଲାପାଳ ଅଫିସ୍ ଗେଟ୍ ସମ୍ମୁଖରେ ଚାଷୀଙ୍କ ଧାରଣା ପ୍ରଦର୍ଶନ ଜାରୀ। ଧାନ କାର୍ଡ ପଂଜିକରଣର ଅବଧି ବଢାଇବା ଦାବିରେ ଜିଲ୍ଲାପାଳ ଅଫିସ୍ ଗେଟ୍ ସମ୍ମୁଖରେ ଚାଷୀଙ୍କ ଧାରଣା ପ୍ରଦର୍ଶନ କରାଯାଇଛି । ଚାଷୀ ଙ୍କ ଧାନ କାର୍ଡ ପଂଜୀକରଣ ଅବଧି ଗତ ଅଗଷ୍ଟ ୨୫ ତାରିଖ ରୁ ସରି ସରିଥିବା ବେଳେ ଭାତହାଣ୍ଡି ବରଗଡ଼ ଜିଲ୍ଲାର ହଜାର ହଜାର ଚାଷୀ ବର୍ତ୍ତମାନ ମଧ୍ୟ ପଂଜୀକରଣ ରୁ ବଞ୍ଚିତ ଥିବା ଅଭିଯୋଗ ଆଣି ଗତକାଲି DRCS ଅଫିସ ରେ ଧାରଣା ଦେବା ପରେ ଆଜି ବରଗଡ଼ ଜିଲ୍ଲାପାଲ ଅଫିସ ସମ୍ମୁଖରେ ଧାରଣା ପ୍ରଦର୍ଶନ ଜାରୀ ରଖିଛନ୍ତି।