This browser does not support the video element.
କେଗାଁଓ: ଉପର ମୁଣ୍ଡରେ ପ୍ରବଳ ବର୍ଷା ତେଲ ନଦୀରେ ବନ୍ୟଜଳ ପ୍ରବାହିତ ତଳ ମୁଣ୍ଡକୁ ସତର୍କ ସୂଚନା
Kegaon, Kalahandi | Aug 30, 2025
ଉପର ମୁଣ୍ଡରେ ପ୍ରବଳ ବର୍ଷା ତେଲ ନଦୀରେ ବନ୍ୟଜଳ ପ୍ରବାହିତ ତଳ ମୁଣ୍ଡକୁ ସତର୍କ ସୂଚନା ଆଜି 30ତାରିଖ ଶନିବାର ଅପରାହ୍ନ 4ଟାରେ ତେଲ ନଦୀରେ ବନ୍ୟା ଜଳ ପ୍ରବେଶ କରିଛି ଫଳରେ ତାଳମୁଣ୍ଡ କୁ ସତର୍କ ସୂଚନା ଜାରି କରାଯାଇଛି ତେବେ ଆଜି ଅପରାହ୍ନ ସୁଦ୍ଧା ତେଲ ନଦୀର ବଡ଼ଚେରଗାଁ ଅଞ୍ଚଳରେ ବନ୍ୟା ଜଳ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଇଛି ତେବେ ତଳ ମୁଣ୍ଡକୁ ଏଥିପାଇଁ ସତର୍କ ସୂଚନା ଜାରି କରାଯାଇଛି ରାତି ସମୟରେ ଜଳ ସ୍ଥର ଆହୁରି ବଢିବା ଆଶଙ୍କା ଥିବାରୁ ତଳ ମୁଣ୍ଡର ଲୋକଙ୍କୁ ସତର୍କ ରହିବାକୁ ସୂଚନା ଜାରିକରl ଯାଇଛି ଏହି ବନ୍ୟାଜଳ ଫଳରେ ବହୁ ଚାଷଜମି ଜଳମଗ୍ନ ହୋଇଥିବା ସୂଚନା