This browser does not support the video element.
ଉମରକୋଟ: ଉମରକୋଟ ବ୍ଲକ ବଡବାସିନୀରେ ଆୟୋଜିତ ହୋଇଥିବା ଫୁଟବଲ୍ ଟୁର୍ଣ୍ଣାମେଣ୍ଟର ଆଜି
Umarkote, Nabarangpur | Sep 29, 2025
ଉମରକୋଟ ବ୍ଲକ ବଡବାସିନୀରେ ଆୟୋଜିତ ହୋଇଥିବା ଫୁଟବଲ୍ ଟୁର୍ଣ୍ଣାମେଣ୍ଟର ଆଜିର ଉଦଯାପନୀ ଉତ୍ସବ। ଏହି ଉଦଯାପନୀ ସନ୍ଧ୍ୟାରେ ମାନ୍ୟବର ଗଣଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ନିତ୍ୟାନନ୍ଦ ଗଣ୍ଡ ଯୋଗ ଦାନ ପୂର୍ବକ ବିଜେତା ଦଳ, ଉପ ବିଜେତା ଦଳ ଏବଂ ବିଭିନ୍ନ ବିଭାଗକୁ ନେଇ ଶ୍ରେଷ୍ଠ ବିବେଚିତ ହୋଇଥିବା ଖେଳାଳିଙ୍କୁ ପୁରସ୍କୃତ କରିଛନ୍ତି। ସବୁଆଡେ ପାର୍ବଣର ମାହୋଲ ଥିବା ବେଳେ ଏହି ଖୁସିର ମୁହୂର୍ତ୍ତରେ ଅନେକ ଜାଗାରେ ଖେଳ ପ୍ରତିଯୋଗିତା ମଧ୍ୟ ହେଉଛି। ଯାହା ଯୁବ ପୀଢ଼ିଙ୍କ ମଧ୍ୟରେ ଏକ ଭିନ୍ନ ଉର୍ଜା ଭରି ଦେଇଛି। ଫୁଟବଲ୍ ଖେଳ ଏକ ଏଭଳି ଖେଳ ଯେଉଁଥିରେ ଶାରୀରିକ ଓ ମାନସିକ ବିକାଶ ବୃଦ୍ଧି ପାଇ