This browser does not support the video element.
ବଲାଙ୍ଗୀର: ଅଇଁଲା ବାହାଲ୍ ଗ୍ରାମରେ କୀଟନାଶକ ପାନ କରି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ, ଭୀମଭୋଇ ମେଡ଼ିକାଲ୍ରେ ଚିକିତ୍ସାଧୀନ ଅବସ୍ଥାରେ ହେଲା ମୃତ୍ୟୁ
Balangir, Balangir | Aug 7, 2025
ଅଇଁଲା ବାହାଲ୍ ଗ୍ରାମରେ କୀଟନାଶକ ପାନ କରି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ, ଭୀମଭୋଇ ମେଡ଼ିକାଲ୍ରେ ଚିକିତ୍ସାଧୀନ ଅବସ୍ଥାରେ ହେଲା ମୃତ୍ୟୁ ଅଇଁଲା ଵାହାଲ୍ ଗ୍ରାମରେ ଜଣେ ୩୫ ବର୍ଷୀୟ ବ୍ୟକ୍ତି ଘରେ କୀଟନାଶକ ପିଇ ଗତ କାଲି ରାତି ରେ ଆତ୍ମହତ୍ୟା ପ୍ରୟାସ କରିଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ଭୀମ ଭୋଇ ମେଡ଼ିକାଲ୍ କଲେଜ ଓ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କର ମୃତ୍ୟୁ ଘଟିଛି । ମୃତକଙ୍କ ଦୁଇଟି ଝିଅ ଓ ଗୋଟିଏ ପୁଅ ଅଛନ୍ତି । ତାଙ୍କର ଏହି ମୃତ୍ୟୁ ସହ ପରିବାରରେ ଶୋକ ଓ ଅନ୍ୟୋନ୍ୟ ଆର୍ଥିକ ଚିନ୍ତାର ସୃଷ୍ଟି ହୋଇଛି ।