This browser does not support the video element.
ସୁକିନ୍ଦା: ଖରଖରି ଗ୍ରାମରେ ବିଦ୍ୟୁତ ଆଘାତରେ ମହିଳା ଗୁରୁତର
Sukinda, Jajpur | Aug 31, 2025
ସୁକିନ୍ଦା ବ୍ଲକ ଅନ୍ତର୍ଗତ ଖଣି ଅଞ୍ଚଳ ସ୍ଥିତ ଚିଙ୍ଗୁଡ଼ିପାଳ ପଞ୍ଚାୟତ ଅଧିନସ୍ଥ ଖରଖରି ଗ୍ରାମରେ ବିଦ୍ୟୁତ ଆଘାତରେ ଜଣେ ମହିଳା ଗୁରୁତର ହୋଇଥିବା ଦେଖିବାକୁ ମିଳିଛି । ସୂଚନା ମୁତାବକ ଖରଖରି ଗ୍ରାମରେ ବିଦ୍ୟୁତ ଆଘାତରେ ସ୍ଥାନୀୟ ମହିଳା ପାନ ମହାନ୍ତ ଗୁରୁତର ହୋଇଯାଇଥିଲେ । ତାଙ୍କୁ ତାଙ୍କର ପରିବାର ବର୍ଗଙ୍କ ସହାୟତାରେ ସ୍ଥାନୀୟ ଆମ୍ବୁଲାନ୍ସ ଯୋଗେ ଉଦ୍ଧାର କରାଯାଇ ସୁକିନ୍ଦା ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇ ପ୍ରାଥମିକ ଚିକିତ୍ସା ଜାରି ରହିଥିବା ରବିବାର ରାତି 8 ଘଟିକା ସମୟରେ ଦେଖିବାକୁ ମିଳିଛି ।