This browser does not support the video element.
ବୌଦ୍ଧ ସଦର: ଜିଲ୍ଲାକୁ ହିଟ୍ୱେଭ ନେଇ ଶନିବାର ପାଇଁ ୟେଲୋ ୱାର୍ଣ୍ଣିଂ ଜାରି
Baudh Sadar, Boudh (Bauda) | Apr 6, 2024
ବୌଦ୍ଧ ଜିଲ୍ଲାବାସୀ ହିଟ୍ୱେଭ ନେଇ ସତର୍କ ରହିବାକୁ ଜିଲ୍ଲା ପ୍ରଶାସନ ଶନିବାର ଦିନ ସୂଚନା ଜାରି କରିଛି l ବୌଦ୍ଧ ଜିଲ୍ଲାକୁ ହିଟ୍ୱେଭ ନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଶନିବାର ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ବୌଦ୍ଧରେ ୪୩ ଡିଗ୍ରୀରୁ ଅଧିକ ତାପମାତ୍ରା ରେକର୍ଡ କରାଯାଇଛି । ଆଗକୁ ପାରଦ ବୃଦ୍ଧି ପାଇବା ନେଇ ସତର୍କ କରିଛି ପାଣିପାଗ ବିଭାଗ ।