Download Now Banner

This browser does not support the video element.

ବିରିଡି: ତଳପାଟକରେ ପାନୀୟ ଜଳ ସମସ୍ୟାକୁ ନେଇ ସ୍ଥିତି ଅନୁଧ୍ୟାନ କଲେ ବିଭାଗୀୟ ସହକାରୀ ଯନ୍ତ୍ରୀ

Biridi, Jagatsinghpur | Apr 12, 2024
ଦୀର୍ଘଦିନ ହେବ ତଳପାଟକରେ ଦେଖାଦେଇଛି ପାନୀୟଜଳ ସମସ୍ୟା, ଏହାର ତୁରନ୍ତ ସମାଧାନ ପାଇଁ ଆଜି ୨ଟାରେ ଗାଁ ରେ ପହଁଚିଲେ ବିଭାଗୀୟ ସହକାରୀ ଯନ୍ତ୍ରୀ ଚନ୍ଦ୍ରଶେଖର ସାହୁ, ଗାଁ ଲୋକଙ୍କ ଉପସ୍ଥିତିରେ ସମ୍ପୃକ୍ତ ଠିକାଦାରଙ୍କୁ ତାଗିଦ କରିବାସହ ୭ଦିନ ମଧ୍ୟରେ କାମସରିବ ବୋଲି କହିଥିଲେ l
Read More News
T & CPrivacy PolicyContact Us