Download Now Banner

This browser does not support the video element.

ଫୁଲବାଣୀ ସହର: କେରଳରେ କତିଙ୍ଗିଆ ଅଂଚଳ ର ଜଣେ ଦାଦନ ଶ୍ରମିକର କେରଳରେ ମୃତ୍ୟୁ ଘଟିଛି, ଅଂଚଳ ରେ ଶୋକ ର ଛାୟା

Phulabani Town, Kandhamal | Aug 31, 2025
କେରଳରେ କତିଙ୍ଗିଆ ଅଂଚଳ ର ଜଣେ ଦାଦନ ଶ୍ରମିକର କେରଳରେ ମୃତ୍ୟୁ ଘଟିଛି । ସୂଚନା ଅନୁସାରେ ଶିବାନନ୍ଦ ପ୍ରଧାନ ନିଜର ପରିବାର ପ୍ରତିପୋଷଣ କରିବା ନିମନ୍ତେ କେରଳକୁ ଯାଇ କାର୍ଯ୍ୟ କରୁଥିଲେ ଗତ ମଙ୍ଗଳବାର ଦିନ ସେ କାର୍ଯ୍ୟ କରି ଫେରୁଥିବା ସମୟରେ ଏକ ସଡ଼କ ଦୁର୍ଘଟଣା ରେ ଆହତ ହୋଇ କେରଳରେ ଏକ ଘରୋଇ ହସ୍ପିଟାଲ ରେ ଚିକିତ୍ସିତ ହେଉଥିଲେ ଏବଂ ଚିକିତ୍ସିତ ଅବସ୍ଥାରେ ହିଁ ତାଙ୍କର ମୃତ୍ୟୁ ଘଟିଛି । ଆଜି ତାଙ୍କର ଶବକୁ ବ୍ୟବଚ୍ଛେଦ କରି ନିଜ ଗ୍ରାମ ଘୁ.ଉଦୟଗିରି ବ୍ଲକ କତିଙ୍ଗିଆ କୁ ମୃତଦେହ ଅଣାଯିବ । ଏହି ଗରିବ ଅସହାୟ ପରିବାରକୁ ସରକାରୀ ସହାୟତା ପ୍ରଦାନ କରିବା ନିମନ୍ତେ ଦାବୀ.
Read More News
T & CPrivacy PolicyContact Us